ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ T20 ଦୃଷ୍ଟିବାଧିତ ମହିଳା ବିଶ୍ୱକପ ବିଜୟୀ ଦଳର 4 ଜଣ ଓଡ଼ିଆ ଖେଳାଳୀଙ୍କ ସମେତ 33 ଜଣ ଦିବ୍ୟାଙ୍ଗ କ୍ରୀଡାବିତଙ୍କୁ ସମ୍ୱର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।