ବିଧାନସଭାର ଶୀତକାଳୀନ ଅଧିବେଶନରେ ଓଡ଼ିଶା ପର୍ଯ୍ୟଟନ ପ୍ରତି ବିଦେଶୀଙ୍କ ଆଗ୍ରହ ବୃଦ୍ଧି ପାଉଥିବା ସୂଚନା ଦେଇଛନ୍ତି, ବିଭାଗୀୟ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।