ପରଦାକୁ ଆସୁଛି ପଦ୍ମଶ୍ରୀ ଶିକ୍ଷକ ନନ୍ଦ କିଶୋର ପୃଷ୍ଟିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ନନ୍ଦ ମାଷ୍ଟରଙ୍କ ଚାଟଶାଳୀ । ଶିକ୍ଷା ପାଇଁ ଉତ୍ସଗୀକୃତ ଶିକ୍ଷକଙ୍କ ଚାଟଶାଳୀ ପରମ୍ପରାର କାହାଣୀ ଦେଖିବେ ଦର୍ଶକ ।