ରାଜଗାଙ୍ଗପୁର ଟ୍ରାଜେଡି; ମୃତକଙ୍କ ପରିବାର ପାଇଁ 4 ଲକ୍ଷ ଅନୁକମ୍ପା ରାଶି ଘୋଷଣା । ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ନବୀନ ପଟ୍ଟନାୟକ ।