ବିଭାଗୀୟ ଅଧିକାରୀ ଶିକ୍ଷକ ଦେବେ ବୋଲି ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଠକି ଦେଇଛନ୍ତି । ଏଥର ଦାବି ପୂରଣ ନ ହେଲେ ଉଠିବେ ନାହିଁ ବୋଲି ଜିଦରେ ଅଡି ବସିଛନ୍ତି ଛାତ୍ରଛାତ୍ରୀ-ଅଭିଭାବକ ।