ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ ମାଷ୍ଟରଙ୍କ ଚାଟଶାଳୀ ରିଲିଜ । ଚାଟଶାଳୀ ପରମ୍ପରାର ନିଛକ ନିଦର୍ଶନକୁ ଦେଖି ଭାବବିହ୍ୱଳ ଦର୍ଶକ । ଚାଟଶାଳୀକୁ ସ୍କୁଲରେ ପରିଣତ କରିବେ କହିଲେ ନାତି ।