କଲେଜକୁ ବୁଲା କୁକୁର ଓ ଗାଈ ପ୍ରବେଶ ରୋକିବା ପାଇଁ ସମସ୍ତ କଲେଜର ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି । ଶିକ୍ଷାନୁଷ୍ଠାନରେ ପ୍ରାଣୀ କଲ୍ୟାଣ ସମାଜ ପ୍ରତିଷ୍ଠା କରିବାକୁ UGCର ନିର୍ଦ୍ଦେଶ ।