ବିଦେଶରେ ବଢୁଛି ଓଡ଼ିଆ ଫିଲ୍ମର ଚାହିଦା । 6 ଟି ଦେଶରେ 'ନବକଳେବର' ପ୍ରଦର୍ଶିତ । ସବୁଠି ପ୍ରଶଂସା ସହ ଫିଲ୍ମ ଦେଖି ଭାବବିହ୍ୱଳ ଦର୍ଶକ । ଫେବୃଆରୀରେ ଆସିବ ହିନ୍ଦୀ ସଂସ୍କରଣ ।