କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହେଲେ ମହମ୍ମଦ ମୋକିମ । ସୋନିଆ ଗାନ୍ଧିଙ୍କୁ ଅସନ୍ତୋଷ ଭରା ଚିଠି ଲେଖିଥିଲେ । ଭକ୍ତ ଦାସଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ ।