ସମ୍ବଲପୁର ଭିଏସଏସ ଷ୍ଟାଡିୟମରେ 15 ଜଣଙ୍କୁ ମାଗଣା କୋଚିଂ ଦେଉଛନ୍ତି 48 ବର୍ଷୀୟା ଆଥଲେଟ୍ ଏବଂ କୋଚ୍ ରେଖା ଦେ । 6ଟି ଜାତୀୟ ଏବଂ 3ଟି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପାଇଛନ୍ତି ସଫଳତା ।