ବାଲେଶ୍ୱରର କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମୀ ପୂର୍ବତନ ସେନା କର୍ମଚାରୀଙ୍କ ଦ୍ୱାରା ପ୍ରତିଷ୍ଠିତ । ଯେଉଁଠି ଯୁବକ ଯୁବତୀଙ୍କୁ କେଚିଂ ଏବଂ ଟ୍ରେନି ସମ୍ପୂର୍ଣ୍ଣ ମାଗଣା ଦିଆଯାଏ ।