କର୍କଟ ରୋଗ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦାବିରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ କଳ୍ପନା ପଣ୍ଡା । 50000 ଟଙ୍କା ମିଳିଥିବା ବେଳେ, ଏବେ 45000 ଫେରସ୍ତ ମାଗୁଛି ସଂପୃକ୍ତ ବ୍ୟାଙ୍କ ।