ଢେଙ୍କାନାଳ ସଦର ବନାଞ୍ଚଳର ଗଦାଶିଳା ସେକ୍ସନ ଅନ୍ତର୍ଗତ ମହାଦିଆ ଗ୍ରାମରେ ଘଟିଛି ଏହି ଘଟଣା । ସୋଲାର ଫେନ୍ସିଂ ତାରରେ କରେଣ୍ଟ ଲାଗି ଏହି ହାତୀ ଛୁଆର ମୃତ୍ୟୁ ଘଟିଛି ।