ଏହି ସ୍ମାର୍ଟ ହେଲିମେଟରେ ଗ୍ୟାସ ଡିଟେକସନ୍ , ସ୍ମୋକ ଡିଟେକସନ୍ ଭଳି ବ୍ୟବସ୍ଥା ରହିଛି । ବିଜନେସ ଟୁ ବିଜସେନ୍ ପାଇଁ ପ୍ରତେକ ଶିଳ୍ପ ସଂସ୍ଥାରେ ଏହାର ଆବଶ୍ୟକତା ଥିବା କୁହାଯାଇଛି ।