ମହାପ୍ରଭୁଙ୍କ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାର୍ଶ୍ୱର ଉନ୍ନତିକରଣ ହେବ । ଶ୍ରୀମନ୍ଦିର ପ୍ରଶାସନ ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବ । ଟେଣ୍ଡର ପ୍ରକ୍ରିୟା ଆରମ୍ଭ ।