ମୁଖ୍ୟମନ୍ତ୍ରୀଙ୍କ 2 ଦିନିଆ ସମ୍ବଲପୁର ଗସ୍ତ । ଦ୍ଵିତୀୟ ଦିନରେ 451.24 କୋଟି ଟଙ୍କା ବ୍ୟୟର ବୃହତ ପାନୀୟ ଜଳପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।