୯୫୨ କୋଟିରେ ଜୟଦେବ ବିହାରରୁ ନନ୍ଦନକାନନ ପର୍ୟ୍ୟନ୍ତ ହେବ ସ୍ୱତନ୍ତ୍ର ଏଲିଭେଟେଡ କରିଡର । ଛକମାନଙ୍କରେ ନିର୍ମାଣ ହେବ ଫ୍ଲାଏ ଓଭର । ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।