ଆସନ୍ତା ୨୦୨୬ ସାଧାରଣତନ୍ତ୍ର ଦିବସ ଅବସରରେ ରାଜେନ୍ଦ୍ର ପାତ୍ରଙ୍କୁ “ଆଟ୍ ହୋମ୍” ଆତିଥ୍ୟ ସମ୍ମିଳନୀରେ ରାଷ୍ଟ୍ରପତି ଭବନରେ ଅତିଥି ଭାବେ ଯୋଗ ଦେବା ପାଇଁ ନିମନ୍ତ୍ରଣ ମିଳିଛି ।