ତ୍ରୁଟି ଶୂନ୍ୟ ରଥଯାତ୍ରା ଓ ସୁପରିଚାଳନା ପାଇଁ ଆଗୁଆ ପ୍ରସ୍ତୁତି ନିମନ୍ତେ ବିଭିନ୍ନ ବିଭାଗଙ୍କୁ ଯୋଜନା କରିବାକୁ ସିଏସ ପରାମର୍ଶ ଦେଇଛନ୍ତି । ଏଣିକି ପ୍ରତି ମାସରେ ରଥଯାତ୍ରା ସମୀକ୍ଷା ବୈଠକ ହେବ ।