ରେଢ଼ାଖୋଲ ଭୀମମଣ୍ଡଳୀରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସଆଇ)ର ଭୂଖନନ ଏବଂ ଗବେଷଣା । ପ୍ରସ୍ତର ଯୁଗ, ମହେଞ୍ଜୋଦାରୋ ଏବଂ ହରପ୍ପା ସଭ୍ୟତାଠାରୁ ପୁରାତନ ନେଇ ଗବେଷକଙ୍କ ପ୍ରାକ୍ ଆକଳନ ।