ଶିକ୍ଷାନୁଷ୍ଠାନ ଏବଂ ଡାକ୍ତରଖାନା ନିକଟରେ ତମାଖୁ ଦ୍ରବ୍ୟ ବିକ୍ରୟ ନକରିବାର ବ୍ୟବସ୍ଥା ସତ୍ତ୍ୱେ ଦୋକାନ ଗୁଡ଼ିକ ଏହି ଉତ୍ପାଦ ଗୁଡ଼ିକୁ ପ୍ରତିଷ୍ଠାନର ୧୦୦ ମିଟର ପରିଧି ମଧ୍ୟରେ ବିକ୍ରି କରୁଛନ୍ତି ।