୨ରୁ ୪ ଡିଗ୍ରୀ ବଢିବ ରାତି ତାପମାତ୍ରା । ଆସନ୍ତାକାଲି ଠାରୁ ଶୀତର ପରିମାଣ ହ୍ରାସ ହୋଇପାରେ । ୮ ଜିଲ୍ଲାକୁ ଶୀତ ଲହରୀ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।