ଗୋରୁ ବୋଝେଇ ପିକଅପ ଭ୍ୟାନର ହେଲ୍ପରଙ୍କ ମୃତ୍ୟୁ ପରେ ପରିବାର ଓ ସାହି ଲୋକ ଗତକାଲି ଏସ୍ପିଙ୍କ କାର୍ଯ୍ୟାଳୟ ଘେରାଉ କରି ଘଟଣାରେ ସଂପୃକ୍ତ ସମସ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।