ସମ୍ବଲପୁର ପୁରୁଣାଗଡ଼ ମାଟି ତଳେ ଖ୍ରୀଷ୍ଟ ପୂର୍ଵ ଷଷ୍ଠ ଶତାବ୍ଦୀ ଦ୍ଵିତୀୟ ନଗରୀକରଣ ସଭ୍ୟତା । ଆସନ୍ତା ଫେବୃଆରୀରୁ ଆରମ୍ଭ ହେବ ପ୍ରତ୍ନତାତ୍ତ୍ବିକ ଖନନ । ସାମିଲ ହେବେ 60 ରୁ 70 ସଦସ୍ୟ