ସଂରକ୍ଷଣ ଆଇନ ଆଧାରରେ ସାନି ବିଜ୍ଞପ୍ତି ପାଇଁ ଜାରି କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ l 6 ସପ୍ତାହ ବିତିଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ l