ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ବିମାନ ଉଡାଣକୁ ନେଇ ଅନିଶ୍ଚିତତା । ମାର୍ଚ୍ଚ 28 ପରଠୁ ଟିକେଟ୍ ବୁକିଂ ବନ୍ଦ କଲା ଇଣ୍ଡିଗୋ । ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡି ଚିଠି ଲେଖିଲା ଓଡ଼ିଶା ସମାଜ