ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ 129 ତମ ଜନ୍ମ ଜୟନ୍ତୀ ଅବସରରେ ଉପରାଷ୍ଟ୍ରପତି ସି.ପି.ରାଧାକ୍ରିଷ୍ଣନ ଫିଲାଟେଲି ଗ୍ୟାଲେରୀ, ନୂତନ ନେତାଜୀ ସଂସ୍କୃତି ଭବନ ଓ ଡାକ ଟିକେଟକୁ ଉଦଘାଟନ କରିଛନ୍ତି ।