ଜୟନ୍ତୀ ଅବସରରେ ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ମେମୋରିଆଲ ହଲ ଓ 6.67 କୋଟି ବ୍ୟୟ ଅଟକଳରେ ନିର୍ମିତ ସଂଗ୍ରହାଳୟର କେନ୍ଦ୍ରମନ୍ତ୍ରୀ ଲୋକାର୍ପଣ କରିଥିଲେ l