ବାଲେଶ୍ବର ଓଟି ରୋଡ଼ରେ ଝୋଟି ଆଙ୍କିଲେ ଶତାଧିକ ମହିଳା ଓ ଯୁବତୀ । ମା’ ଲକ୍ଷ୍ମୀଙ୍କ ପ୍ରତି ସମ୍ମାନ ଦେଖାଇ ମୁସଲିମ ମହିଳା କଲେ ଗଜଲକ୍ଷ୍ମୀ ଝୋଟି । ସମସ୍ତଙ୍କ ମନ କିଣିଲା ।