ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମୂକ ଓ ବଧିର। ବିଦ୍ୟାଳୟର ଜଣେ ପୁରୁଷ ୱାର୍ଡନ ନାବାଳିକା ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର ଦେଖାଇବା ସହ ଅସଦାଚରଣ କରୁଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।