Surprise Me!

ପ୍ରତ୍ୟେକ ପଞ୍ଚାୟତରେ ଖୋଲିବ RI ଅଫିସ, ବୁର୍ଲାରେ ଖୋଲିବ ତହସିଲ: ରାଜସ୍ବ ମନ୍ତ୍ରୀ

2026-02-02 2 Dailymotion

ଲୋକଙ୍କୁ ଉତ୍ତମ ସେବା ଦେବା ପାଇଁ ସମ୍ବଲପୁର ତହସିଲ 2 ଭାଗରେ ବିଭକ୍ତ ହେବ । ହୀରାକୁଦ ଓ ବୁର୍ଲାକୁ ନେଇ ବୁର୍ଲାରେ ଏକ ତହସିଲ ଗଠିତ ହେବ ବୋଲି କହିଛନ୍ତି ରାଜସ୍ବମନ୍ତ୍ରୀ ।