ଗଞ୍ଜାମ ଜିଲ୍ଲା ଗୋପାଳପୁର ମହୋତ୍ସବରେ ଡ. ହରେକୃଷ୍ଣ ହଲଦାରଙ୍କ ନାମ ସଂକୀର୍ତ୍ତନ ଦର୍ଶକଙ୍କୁ ବିଭୋର କରିଥିଲା । ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ମହାପ୍ରଭୁଙ୍କ ରଥ ସମ୍ମୁଖରେ ପୂରା ପରିବାର ପରିବେଷଣ କରିବାକୁ ଇଚ୍ଛା ରଖିଛନ୍ତି ।