Surprise Me!

ଖଡିଆଳ ଲୋକ ମହୋତ୍ସବ ଉଦଘାଟିତ, ଓଡ଼ିଶୀ ଓ ଆଦିବାସୀ ନୃତ୍ୟରେ ଦର୍ଶକ ବିଭୋର

2026-02-05 6 Dailymotion

2026 ମସିହାରେ ଖଡ଼ିଆଳ ଲୋକ ମହୋତ୍ସବ ନିଜର ବିଂଶତମ ସଂସ୍କରଣରେ ପହଞ୍ଚିଛି । ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଦର୍ଶକ ଏହାକୁ ଖୁବ ଉପଭୋଗ କରିଛନ୍ତି ।