୧୭ ଜିଲ୍ଲାର ୫୬ଟି ତହସିଲରେ ୫୭ ନୂଆ ସବରେଜିଷ୍ଟ୍ରେସନ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରେଜିଷ୍ଟ୍ରେସନ କ୍ଷେତ୍ରରେ ପାରଦର୍ଶିତା ବଢିବା ସହ ମଧ୍ୟସ୍ଥଙ୍କ ହସ୍ତକ୍ଷେପ ଆଉ ରହିବ ନାହିଁ