'ମୋ ଛୁଆ ସୈନିକ ସ୍କୁଲରେ ପଢିଥିବାବେଳେ ପୁରା ଶୃଙ୍ଖଳିତ। ସେହି ଜାହାଜରୁ ବାହାରିବାର ଦ୍ୱାର ନାହିଁ। ତାକୁ ସେଠାରେ ବନ୍ଦି କରି ରଖାଯାଇଛି। ଜାହାଜକୁ ଭଲଭାବେ ଯାଞ୍ଚ କରାଯାଉ।'