Surprise Me!

ବିବାହ ହେଉ କି ରିସେପସନ, ଭଡାରେ ମିଳୁଛୁ ଓ୍ବେଡିଂ ଡ୍ରେସ୍‌; ନିବେଦିତାଙ୍କ ଏକ ଓର୍‌ ବାର୍‌ ଷ୍ଟୋର

2026-02-08 7 Dailymotion

ଭୁବନେଶ୍ବରର ବାପୁଜି ନଗରରେ ଥିବା ଏକ ଓର୍‌ ବାର୍‌ ରେଣ୍ଟିଂ ଶୋ ରୁମ୍‌ରେ ଭଡାରେ ମିଳୁଛି ଓ୍ବେଡିଂ କଷ୍ଟ୍ୟୁମ । ଭଡ଼ା 1500 ରୁ ଆରମ୍ଭ କରି 8000 ଟଙ୍କା ପର୍ଯ୍ୟନ୍ତ ରହିଛି ।