କଳକାରଖାନାରୁ ବାହାରୁଥିବା ପାଉଁଶକୁ କିଭଳି ଚାଷ ଉପଯୋଗୀ ମୃତ୍ତିକାରେ ପରିଣତ କରାଯାଇ ପାରିବ ସେନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଗବେଷଣା ଆରମ୍ଭ ହୋଇଛି ।