ଷ୍ଟେସନ ଛକରେ ଆନ୍ଦୋଳନ ଚାଲିଥିବା ବେଳେ ଏକ କାର ଅଟକାଇବାକୁ ଯାଇ ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ ଆହତ ହୋଇଛନ୍ତି। କାର ଅଟକାଉଥିବା ବେଳେ କାର ଚାଳକ ଗୌରାଙ୍ଗଙ୍କୁ ଧକ୍କା ଦେଇଥିଲା ।