ତତ୍କାଳୀନ ରାଜ୍ୟ ସରକାର ଏହି ଗୋଠ ଗାଡିଆର ପୁନରୁଦ୍ଧାର ପାଇଁ ପ୍ରାୟ 50 ଲକ୍ଷ ଟଙ୍କା ମଞ୍ଜୁର କରିଥିବା ବେଳେ ସରକାର ପରିବର୍ତ୍ତନ ପରେ ଏହି କାର୍ଯ୍ୟ ଆଗେଇ ପାରିନଥିବା ଅଭିଯୋଗ ହୋଇଛି ।