ଖେଳାଳିଙ୍କୁ ମିଳୁନି ଖେଳ ଉପକରଣ ପରି ମୌଳିକ ସୁବିଧା ଓ ପ୍ରଶିକ୍ଷଣ । ପୁରୀ ଜିଲ୍ଲାର ପ୍ରତିଭାବାନ ମହିଳା କବାଡ଼ି ଖେଳାଳି ପ୍ରୋତ୍ସାହନ ଅଭାବରୁ ଖେଳରୁ ମୁହଁ ଫେରାଇ ନେଉଛନ୍ତି ।