ଓଡ଼ିଆ ସିନେମା ‘ରକ୍ତ ଗୋଲାପ’ ରିଲିଜ ହୋଇଛି । ମୁଖ୍ୟ ଭୂମିକାରେ ଏଲିନା ସାମନ୍ତରାୟ ଓ ଅଭିଷେକ ଗିରି । ସିନେମାଟିକୁ ଦର୍ଶକଙ୍କ ଭଲ ପାଇବା ମିଳୁଛି ବୋଲି ଅଭିନେତା କହିଛନ୍ତି ।