Surprise Me!

ଭୁବନେଶ୍ୱରରେ ଡ୍ରେନ୍‌ କାମ ଚାଲିଥିଲା ବେଳେ କାନ୍ଥ ଭୁଶୁଡ଼ି 2 ମୃତ, 4 ଗୁରୁତର

2026-02-24 2 Dailymotion

ଭୁବନେଶ୍ୱର ବଡ଼ଗଡ଼ ଭୋଇସାହିରେ କାନ୍ଥ ଭୁଶୁଡ଼ି ୨ ମୃତ । ଅନ୍ୟ ୪ ଜଣ ଗୁରୁତର, କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି । ଡ୍ରେନ୍‌ କାମ ଚାଲିଥିଲା ବେଳେ ହଠାତ୍ ଭୁଶୁଡ଼ିଲା କାନ୍ଥ ।