Surprise Me!

ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ; ମାତ୍ର 35 ମିନିଟ୍ ପ୍ରଶ୍ନକାଳ ଆଲୋଚନା, ରାଜନୈତିକ ଦଳଙ୍କୁ ସମାଲୋଚନା କଲେ ବରିଷ୍ଠ ସାମ୍ବାଦିକ

2026-02-25 2 Dailymotion

ବିଧାନସଭା ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । 7 ଦିନ ଯାକ ସ୍ବାଭାବିକ ଭାବେ ଚାଲିପାରିଲାନି ଗୃହ । ଦ୍ବିତୀୟ ପର୍ଯ୍ୟାୟ ଆସନ୍ତା ମାର୍ଚ୍ଚ 9 ତାରିଖରୁ ଆରମ୍ଭ ହେବ ।