ସଂଖ୍ୟା ଦୃଷ୍ଟିରୁ ପ୍ରଥମ ଦୁଇଟି ଭାରାତୀୟ ଜନତା ପାର୍ଟିକୁ ଯିବା ନିଶ୍ଚିତ । ସେହିପରି ତୃତୀୟ ସିଟଟି ବିଜୁ ଜନତା ଦଳ ହାତକୁ ଯିବ ।ତେବେ ଚତୁର୍ଥ ସିଟକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା।