ଶ୍ରୀମନ୍ଦିରର ତିନି ବାଡ଼ରେ ଝିମିରି ଫଗୁ ଲାଗି ହୋଇଛି । ଫାଲଗୁନ ମାସ ଦଶମୀ ତିଥି ଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ଏହି ନୀତି ଚାଲୁ ରହିବ ।