ସୁଭଦ୍ରା ମାଆମାନଙ୍କ ଆତ୍ମବିଶ୍ୱାସ ଓ ପରିଶ୍ରମ ଦ୍ୱାରା ଏକ ବିକଶିତ, ସମୃଦ୍ଧ ଓଡିଶା ଗଠନ ହେବ କହିଲେ ମୁଖ୍ୟମନ୍ତ୍ରୀ । ଏକ କୋଟିରୁ ଉର୍ଦ୍ଧ୍ବ ହିତାଧିକାରୀମାନଙ୍କୁ ପ୍ରଦାନ କଲେ ଚତୁର୍ଥ କିସ୍ତି ।