ରାଜ୍ୟରେ ଷ୍ଟାର୍ଟ ଅପ୍ ଅର୍ଥନୀତି ଅଧିକ ସଶକ୍ତ ହେଲେ ରାଜ୍ୟ ସମୃଦ୍ଧି ଦିଗରେ ଆହୁରି ଆଗେଇ ପାରିବ । ଯୁବପିଢିଙ୍କୁ ସଶକ୍ତ ଓ ପ୍ରୋତ୍ସାହନ ପ୍ରଦାନ ପାଇଁ ଷ୍ଟାର୍ଟ ଅପ୍ ସମ୍ମିଳନୀ ଆୟୋଜିତ ।