Surprise Me!

ଦଲାଲ ଫାଶରେ କଳାହାଣ୍ଡିର ମହୁଲ ଗୋଟାଳି, ମିଳୁନି ମୂଲ

2026-03-11 0 Dailymotion

ଦଲାଲ କବଜାରେ ଆଦିବାସୀଙ୍କ ମହୁଲ ଫୁଲ । କଳାହାଣ୍ଡି ଜିଲ୍ଲାରେ ଉଚିତ୍‌ ବଜାର ସୁବିଧା ନଥିବାରୁ ସଂଗ୍ରହକାରୀ ଦଲାଲ ହାବୁଡରେ ପଡି ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି ।