ରାଜ୍ୟସଭା ନିର୍ବାଚନ ପୂର୍ବରୁ କ୍ରସ ଭୋଟିଂ ଏବଂ ଘୋଡାବେପାର ଡରରେ କଂଗ୍ରେସ । 8 ଦଳୀୟ ବିଧାୟକଙ୍କୁ ପଠାଇଲା ବେଙ୍ଗାଲୁରୁ । ବିଜେପି ବିଧାୟକ କହିଲେ ତାଙ୍କ ନିୟନ୍ତ୍ରଣରେ ନାହାଁନ୍ତି ବିଧାୟକ ।