ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା । 1177 କିଲୋ ଚାଉଳରୁ ପ୍ରସ୍ତୁତ ପଖାଳ ସାଙ୍ଗକୁ 326 ପ୍ରକାର ବ୍ୟଞ୍ଜନ ପରସା ଯାଇଥିଲା ।